ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
ଆମ ବିଷୟରେ | ପରାମର୍ଶଦାତା ଏବଂ ଷ୍ଟାଫ୍

ପରାମର୍ଶଦାତା

ଡଃ. ଅଶୋକ କୋଳାସ୍କାର (ପରାମର୍ଶଦାତା)

ଜୈବ ବିଜ୍ଞାନ ବିଭାଗର ଜୀବନତତ୍ତ୍ୱ ଶିକ୍ଷା ଏବଂ ମାନବ ସମ୍ପଦ କର୍ମଶାଳାର ମୂଖ୍ୟ ଉପଦେଷ୍ଟା ହେଉଛନ୍ତି ଡଃ ଅଶୋକ କୁମାର କୋଳାସ୍କର. ବିଗତ ଦୀର୍ଘ ୨୮ ବର୍ଷରୁ ଅଧିକକାଳ ଧରି ସେ ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କାମ କରି ଆସିଛନ୍ତି ଏବଂ ଅନେକ ମୂଖ୍ୟ ଗବେଷଣା ତତ୍ତ୍ୱ ସମ୍ବଳିତ ପ୍ରବନ୍ଧ ପ୍ରକାଶ କରିବା ସଙ୍ଗେ ସଙ୍ଗେ “ ସଫ୍ଟଓ୍ବାର୍ ଟୁଲସ୍ ଏବଂ କମ୍ପ୍ୟୁଟର୍ ଡାଟାବେସ୍” ର ପ୍ରଭୁତ ଉନ୍ନତି କରିଛନ୍ତି. ପୁନା ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ଭାବେ ସେ ବିଶ୍ୱବିଦ୍ୟାଳୟର ପରିଚାଳନା ମଣ୍ଡଳୀ, ଅର୍ଥ ନିର୍ବାହ ବିଭାଗ, ଶିକ୍ଷା ଗୁଣବତ୍ତା ଇତ୍ୟାଦିର ପୁନଃସଂସ୍କାର ଦ୍ୱାରା ଉତ୍କର୍ଷ ସାଧିତ ହେବାର ବ୍ୟବସ୍ଥା କରିଛନ୍ତି. ସର୍ବୋପରି ବିଶ୍ୱବିଦ୍ୟାଳୟର ମୂଖ୍ୟ ଆର୍ଥୀକ ଦିଗ ଗୁଡ଼ିକର ବୃଦ୍ଧି କରାଇଛନ୍ତି. ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଥିବା ଡଃ ଅଶୋକ ବିଭିନ୍ନ ବୈଜ୍ଞାନିକ ଅନୁଷ୍ଠାନ ଓ ଏକାଡ଼େମୀର ସଭ୍ୟ ମଧ୍ୟ ଅଛନ୍ତି.


Kalpana Dasgupta (Advisor)

Former Librarian of the National Library and Director of the Central Secretariat Library, Smt. Kalpana Dasgupta served as the Chairperson of the Working Group on Libraries of the National Knowledge Commission and is currently the Advisor to the NKC on Libraries. She has served as the President of the Indian Library Association and has been the Indian representative in the regional standing Committee for Asia and Oceania of International Federation of Library Associations (IFLA). She has over 40 years of working experience in the profession and has served as a member of many high-power Committees for the Government of India. She is presently a member of the Library Board of Khuda Baksh Library, the Raja Rammohun Roy Library Foundation and the Panel of Experts of National Institute of Science Communication and Information Resources (NISCAIR). She has traveled extensively to represent Government of India as well as several institutions in various international seminars and conferences. She also has the distinction of being the first, and only, woman to hold the posts of Librarian, National Library; Director, Central Secretariat Library and President, Indian Library Association.


Razia Sultan Ismail (Advisor)

A development activist, Razia Sultan Ismail has specialized in information management and communication planning, policy advocacy, alliance-building and non-formal approaches to training and capacity-building. Moving from news media, she served the United Nations for 23 years as an information and advocacy professional heading regional and national programmes for external relations and extension education for UNICEF in South Asia and India.She pioneered policy attention to the rights of the girl child in the 1980s.Her ongoing engagement with people’s action for child rights and inter-faith dialogue includes leadership in NGO review and reporting on development with justice. Awarded UN Fellowships on Population and women, and a Permanent Fellow of the World Press Institute, she chairs the World Social Forum India Trust.



ଷ୍ଟାଫ୍

ଶ୍ରୀ ସୁନିଲ୍ ବାହାରୀ (କାର୍ଯ୍ଯ଼ନିର୍ବାହୀ ଅଧ୍ଯ଼କ୍ଷ)

ଶ୍ରୀ ସୁନିଲ୍ ବାହାରୀ ଦିଲ୍ଲୀର ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ଏବଂ ଭାରତୀୟ ଅଡିଟ୍ ଏଣ୍ଡ୍ ଏକାଉଣ୍ଟସ୍ ସର୍ଭିସରେ ଜଣେ ସଦସ୍ୟ ଅଟନ୍ତି. ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରୀୟ ପବ୍ଲିକ୍ ଫାଇନାନସିୟାଲ୍ ମ୍ୟାନେଜମେଣ୍ଟ୍ ଏଣ୍ଡ୍ ଅଡିଟିଂରେ ବିଭିନ୍ନ ଜ୍ଞାନର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ଅଛି. ଷ୍ଟାଟେଜିକ୍ ପ୍ଲାନିଂ, ହ୍ୟୁମାନ୍ ରିଶୋରସେସ୍ ମ୍ୟାନେଜମେଣ୍ଟ୍ (ମାନବ ସମ୍ପଦ ପରିଚାଳନା) ପରଫରମାନ୍ସ ଅଡିଟସ୍ ଏଣ୍ଡ୍ ଇଭାଲୁଏସନ୍ ଅଫ୍ ଗର୍ଭନାନ୍ସ ଆପ୍ଲିକେସନ୍ ଇତ୍ୟାଦି ତାଙ୍କର ମୂଖ୍ୟ ଯୋଗ୍ୟତା ମଧ୍ୟରେ ଅନ୍ତର୍ଭୁକ୍ତ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ ସେ ପରିଚାଳନା ଏବଂ କମିସନରର ଗବେଷଣା କର୍ମ ମଧ୍ୟରେ ସର୍ବଦା ସୁସମ୍ପର୍କ ରଖି ଆସିଛନ୍ତି


ମୀତାକ୍ଷରୀ କୁମାରୀ (ଗବେଷଣା ସହଯୋଗୀ)

ମୀତାକ୍ଷରୀ ଇଣ୍ଟରନେସେନାଲ୍ ରିଲେସନ୍ସ ଏଣ୍ଡ୍ ଡେଭଲପମେଣ୍ଟ୍ ଷ୍ଟଡ଼ିଜରେ ଏମ୍.ଏ କରିବା ପରେ ବେଲଜିଯ଼ମ୍ ର ବୃସେଲ୍ ସ୍ଥିତ ଯ଼ୁରୋପିୟାନ୍ କମିସନର ଡାଇରେକ୍ଟରେଟ୍ ଜେନେରାଲ୍ ଫର୍ ଡେଭଲପମେଣ୍ଟରେ ନିଜକୁ ଆବଦ୍ଧ ରଖିଥିଲେ. କମିସନରେ ଥିବା ସମୟରେ ଫୁଡ୍ ସିକ୍ଯ଼ୁରିଟି, ଏଗ୍ରକଲଚରାଲ୍ ମଡର୍ଣ୍ଣାଇଜସନ୍ ଏଣ୍ଡ୍ ଗର୍ଭନାନ୍ସ ଫର୍ ଡେଭଲପିଙ୍କ୍ କଣ୍ଟ୍ରିଜ୍ ଅଫ୍ ଇଷ୍ଟ ଆଫ୍ରିକାନ୍ ରିଜିନ୍ ର ବିଭିନ୍ନ ପ୍ରଶ୍ନ ଓ ଘଟଣାବଳୀର ସମାଧାନ କରୁଥିଲେ. ସେ ବୃଷେଲରେ ଥିବା ୟୁରୋପୀୟାନ୍ ଇନଷ୍ଟିଚ୍ୟୁଟ୍ ଫର୍ ଏସିଆନ୍ ଷ୍ଟଡ଼ିଜ୍ ରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ସେଠାରେ EIAS ମ୍ୟାଗାଜିନ୍ ବିଲେଟିନରେ ‘ଚେଞ୍ଜିଙ୍ଗ ଟ୍ରେଣ୍ଡ ଇନ୍ ଡେଭଲପମେଣ୍ଟ୍ କର୍ପୋରେସନ୍ ବିଟୁଇନ୍ EU ଏଣ୍ଡ୍ ଇଣ୍ଡିଆ” ଶୀର୍ଷକ ପ୍ରବନ୍ଧ ପ୍ରକାଶ କରିଥିଲେ. NKC ରେ ସେ “ଇ ଗର୍ଭନାନ୍ସ, ନେଟଓ୍ବାର୍କ ପୋର୍ଟାଲ୍, ଲିଟେରେସୀ ଏଣ୍ଡ୍ ଲାଙ୍ଗୁଏଜ୍” ଇତ୍ୟାଦି ବିଷୟରେ କର୍ମରତ ଅଛନ୍ତି.


ଶ୍ରୀ ଅମ୍ଲାନଜ୍ୟୋତି ଗୋସ୍ୱାମୀ (ଗବେଷଣା ସହଯୋଗୀ)

ହାରଭାର୍ଡ଼ ‘ଲ’ ସ୍କୁଲ୍ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରି ଶ୍ରୀ ଅମ୍ଳାନ ଜଣେ ଆଇନଜିବି ହୋଇଛନ୍ତି. ସେ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡମେଡାଲ୍ ଏବଂ ‘ଇନଲ୍ଯ଼ାକ୍ସ” ସ୍କଲାରସିପ୍ ହୋଲ୍ଡର ମଧ୍ୟ ଅଟନ୍ତି. ସେ ଗବେଷଣା, ଆଇନଗତ ପରାମର୍ଶ ଦେବା, ଦ୍ୱନ୍ଦ ବିବାଦ ଏବଂ ଆଇନ ଦ୍ୱାରା ଗଠିତ ପଦ୍ଧତି କ୍ଷେତ୍ରରେ ଭାରତ ଏବଂ ଆମେରିକାରୁ ଅଭିଜ୍ଞତା ନେଇ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ କୁ ଆସିଛନ୍ତି. ଏଠାରେ ସେ “ଇଣ୍ଟେଲକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ,ନୂତନ ପ୍ରବର୍ତ୍ତନ ଏବଂ ବ୍ୟବସାୟୀକ ବ୍ୟବସ୍ଥା ଏବଂ ଭାରତରେ ଆଇନ ଶିକ୍ଷା ସମ୍ବନ୍ଧୀୟ ଘଟଣା ଉପରେ ତାଙ୍କର କାର୍ଯ୍ୟ କେନ୍ଦ୍ରିତ କରିଛନ୍ତି.


Aditi Saraf (Research Associate)

Aditi joined the National Knowledge Commission in September 2006, after completing an MA in Sociology from Delhi University. She is a recipient of the university gold medal, and has been a guest lecturer in Delhi University in the undergraduate course on Gender and Society. At the NKC, she is currently working on Agriculture and SchoolEducation.


Namita Dalmia (Research Associate)

Namita completed her B.Tech and M.Tech in Electrical Engineering from the Indian Institute of Technology, Bombay in 2006. She joined Intel Technology, India straight after her post graduation. She worked as design engineer for ten months. She has also been actively involved with ~Pankhudi Foundation which is an NGO working for underprivileged children. At NKC, her main focus areas are Engineering Education, Vocational Education and Training and Science and Technology. She is also assisting with Traditional Knowledge.


Pratibha Bajaj (Research Associate)

Pratibha is a Chemical Engineering graduate from the Indian Institute of Technology, Bombay from the Class of 2005. She joined the Boston Consulting Group (BCG) as an Associate directly after her B.Tech in 2005. At BCG, she has directly worked with clients ranging from consumer durables, automobiles, cement to investment banking and mutual fund industry. At NKC, Pratibha is working on Maths and Science, Management Education, E-governance, Portals and Vocational Education and Training.


Kanan Dhru (Research Associate)

A law graduate from the London School of Economics, Kanan worked on McKinsey/LSE project in London before joining NKC. She is a recipient of the 'Honorary Studentship' of the LSE for her significant contribution to the Indian community and student community in general. She has briefly worked with the World Health Organisation in Geneva; written a column with the Time of India for six months and authored a book based on her experiences as an exchange student in Japan. At NKC she is working on Libraries and Entrepreneurship.


Megha Pradhan (Research Associate)

Megha has done her Masters in Economics from Delhi School of Economics, University of Delhi, where she specialised in Econometrics. She has also interned with Roulac Global Places, a real estate consulting firm, as an economic analyst. At the National Knowledge Commission she will be working on Agriculture as well as building baseline models for the various focus areas.


Pallavi Raghavan (Research Associate)

Pallavi joined the National Knowledge Commission in May 2007, after completing a Masters in Modern Indian History at Jawaharlal Nehru University in New Delhi. She obtained a BA in History (Hons.) from St. Stephen’s College, Delhi University. She has also worked traveled extensively, and lived in countries such as Bhutan, Pakistan, and London. While in Pakistan, she has worked as an intern in the Visa Section of the High Commission of India, Islamabad. In 2006, she was involved in the project of revising the NCERT history textbooks for secondary schools. At NKC, she is involved in the areas of Teacher Training, Medical Education, and Translation.


Deepti Ayyanki (Research Assistant)

Deepti, an alumnus of IMT Ghaziabad (DLP), is a First division Post Graduate in Human Resource Management and International Business. She joined the NKC in October, 2006. Prior to this she was associated with the ITC group of Hotels as an HR Trainee. At the NKC she has been working on the development of a database consisting of stakeholders from diverse focus areas and assisting the outreach programme and research activities at the NKC.


ଅସୀମା ସେଠ୍ (ପରିଚାଳନା ସହକାରୀ)

ଅସୀମା ଏୟାରଫୋର୍ସ ବାଲ ଭାରତୀ ସ୍କୁଲର ଜଣେ ପୁରାତନ ଛାତ୍ରୀ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍. ଓ୍ବାଇ. ଡବ୍ଲୁ.ସି. ଏ ଦିଲ୍ଲୀରେ “ଏକଜିକ୍ୟୁଟିଭ୍ ସେକ୍ରେଟେରୀଆଲ୍ ପ୍ରାକ୍ଟିସ୍” କୋର୍ସ କରିଛନ୍ତି. ଆଜିକାଲି ସେ ଫରାସୀ ଭାରତୀୟ ବିଦ୍ୟା ଭବନରେ ଶିକ୍ଷା କରୁଛନ୍ତି. NKC ରେ ଯୋଗ ଦେବା ପୂର୍ବରୁ ସେ ଜଣେ ଏନ୍.ଜି.ଓ (NGO) ଦ୍ୱାରା ପରିଚାଳିତ ସ୍କୁଲରେ ସାତ ମାସ କର୍ଯ୍ୟ କରିଛନ୍ତି. NKC ରେ ତାଙ୍କ ରହିବା ମଧ୍ୟରେ ବିଭିନ୍ନ ଧରଣର କାର୍ଯ୍ୟକରି ସେ ଅନେକ ଜ୍ଞାନ ଅର୍ଜନ କରିଛନ୍ତି. ଯାହା କମିଶନର ଦୈନନ୍ଦିନ ଶାସନକାର୍ଯ୍ୟ ପ୍ରଣାଳୀକୁ ସରଳ କରିବାରେ ସାହାଯ୍ୟ କରିଛି.