ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
ଆମ ବିଷୟରେ | ସଂଗଠନ

ସଂଗଠନ


ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ସଭାପତିଙ୍କୁ ମିଶାଇ ଛ’ ଜଣ ସଭ୍ୟ ଅଛନ୍ତି. ସମସ୍ତ ସଭ୍ୟମାନେ ପାର୍ଟ ଟାଇମ୍ ହିସାବରେ ତାଙ୍କର କାର୍ଯ୍ୟ କରନ୍ତି ଏବଂ ଏଥିପାଇଁ କୌଣସି ବେତନ ଦାବି କରନ୍ତି ନାହିଁ.

ଏହି ସଭ୍ୟମାନଙ୍କୁ, ସରକାରଙ୍କ ଦ୍ୱାରା NKCର ଦ୍ୱିତୀୟ ମୂଖ୍ୟ ବ୍ୟକ୍ତି ଏକଜିକ୍ୟୁଟିଭ୍ ଡାଇରେକ୍ଟରଙ୍କ ତତ୍ତ୍ବାବଧାନରେ ଏକ ଛୋଟ ଟେକନିକାଲ୍ ଷ୍ଟାଫ୍ ଦଳ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ଅଛନ୍ତି. ପରିଚାଳନା କର୍ମରେ ସାହାଯ୍ୟ କରିବା ପାଇଁ ଏକ୍ସପୋର୍ଟମାନଙ୍କୁ ଭୋଟ୍ ଦ୍ୱାରା ନିର୍ବାଚନ କରିବାକୁ ଆୟୋଗ ମୁକ୍ତ ଅଟନ୍ତି.

NKC କୁ ବାର୍ଷିକ ଆୟବ୍ୟୟ ବିଷୟରେ ଏବଂ ପାର୍ଲିୟାମେଣ୍ଟ୍ ସମ୍ପର୍କୀୟ ଉତ୍ତର ଦେବା ବ୍ୟବସ୍ଥା ବିଷୟରେ ସମର୍ଥନକାରୀ ପ୍ରତିନିଧୀ ସଂସ୍ଥା ହେଲା ପ୍ଲାନିଙ୍ଗ୍ କମିସନ୍.

ରାଷ୍ଟ୍ରୀୟ ଜ୍ଞାନ ଆୟୋଗ (NKC) ଦ୍ୱାରା ନିମ୍ନଲିଖିତ ପ୍ରଣାଳୀମାନ ଅନୁସରଣ କରାଯାଇଛି.:
  1. ମୂଖ୍ୟ ଫୋକସ୍ ଏରିଆମାନଙ୍କୁ ଚିହ୍ନିତ କରିବା.
  2. ଡିଭର୍ସ ଷ୍ଟେକହୋଲ୍ଡରମାନଙ୍କୁ ଚିହ୍ନିତ କରିବା ଏବଂ ସେହି ଏରିଆରେ ମୂଖ୍ୟ ବିଷୟଗୁଡ଼ିକୁ ବୁଝିବା.
  3. କାର୍ଯ୍ୟ କରୁଥିବା ନିପୂଣ ଓ ପାରଦର୍ଶୀଦଳ, କର୍ମଶାଳାର ଗଠନ, ବ୍ୟବହାରିକ ଓ ଅବ୍ୟବହାରିକ ପରାମର୍ଶ ସହିତ କନସର୍ନଡ୍ ଏଣ୍ଟିଟିଜ୍ ଓ ଷ୍ଟେକ୍ ହୋଲ୍ଡର ଗଠନ କରିବା.
  4. ଆଡମିନିଷ୍ଚ୍ରେଟିଭ୍ ମିନିଷ୍ଟର୍ ଏବଂ ପ୍ଲାନିଂ କମିଶନଙ୍କ ସହିତ ପରାମର୍ଶ.
  5. NKC ସଭାପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ରୂପରେ ଦିଆଯାଉଥିବା ସୁପାରିସଗୁଡ଼ିକୁ NKC ମାଧ୍ୟମରେ ଆଲୋଚନା ଦ୍ୱାରା ନିଶ୍ଚିତ କରିବା.
  6. ରାଜସ୍ୱ ସମ୍ବନ୍ଧୀୟ ତାତ୍ପର୍ଯ୍ୟତା ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଉଥିବା ପତ୍ରରେ ମୂଖ୍ୟ ସୁପାରିଶଗୁଡ଼ିକର ପ୍ରଥମ ପଦକ୍ଷେପ. ଏହି ପତ୍ର ପ୍ରାସଙ୍ଗିକ, ବ୍ୟାଖ୍ୟାତ୍ମକ ନିଦର୍ଶନ ପତ୍ରଦ୍ୱାରା ସମର୍ଥୀତ ହେବ.
  7. ରାଜ୍ୟ ସରକାରମାନଙ୍କୁ ଦିଆଯାଉଥିବା ବହୁଳ ବିସ୍ତାରିତ ଓ ପ୍ରଚାରିତ ସୁପାରିସଗୁଡ଼ିକ ସିଭିଲ୍ ସୋସାଇଟିଜ୍ ଏବଂ ଅନ୍ୟ ଷ୍ଟେକ୍ ହୋଲଡରମାନେ ମଧ୍ୟ NKC ର ଓ୍ବେବସାଇଟ୍ ବ୍ୟବହାର ଦ୍ୱାରା ପାଇ ପାରୁଛନ୍ତି.
  8. ପ୍ରଧାନମନ୍ତ୍ରୀଙ୍କୁ ଅଫିସର୍ ସୁପାରିସଗୁଡ଼ିକ ସୁରକ୍ଷିତ ରଖିବାର କାର୍ଯ୍ୟ ସମ୍ପନ୍ନ କରିବା ହେଲା ପ୍ରଥମ ପଦକ୍ଷେପ.
  9. ଷ୍ଟେକହୋଲଡର୍ ଫିଡବ୍ୟାକ୍ ଉପରେ ଆଧାରିତ ସୁପାରିସଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ଏବଂ ସୁବ୍ୟବସ୍ଥାକୁ ସର୍ବଦା ଅନୁସରଣ କରି ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା.