ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
ଆମ ବିଷୟରେ | ସଭ୍ୟମାନେ

ସଭ୍ୟମାନେ

ଶ୍ରୀ. ଶାମ ପିତ୍ରାଡ଼ା

ଶ୍ରୀ. ଶାମ ପିତ୍ରାଡ଼ା “ଓ୍ବାର୍ଲଡ୍ ଅଫ୍ ଟେଲିକମ୍ୟୁନିକେସନ୍ରେ ଦୀର୍ଘ ଚାରିଦଶକ ସମୟ ଅତିବାହିତ କରି ସମଗ୍ର ପୃଥିବୀରେ ବିଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥା ମଧ୍ୟରେ ସମ୍ପର୍କର ସେତୁ ନିର୍ମାଣରେ ସାହାଯ୍ୟ କରିଛନ୍ତି. ତାଙ୍କର ପ୍ରଫେସନାଲ୍ କ୍ୟାରିଅର୍, ତିନି ମହାଦେଶ ଯଥା : ଉତ୍ତର ଆମେରିକା, ଏସିଆ ଓ ଯ଼ୁରୋପ୍ ମଧ୍ୟରେ ବିଭକ୍ତ ହୋଇଯାଇଥିଲା.


more >>

ଡଃ ଅଶୋକ ଗାଙ୍ଗୁଲି

ଡଃ. ଗାଙ୍ଗୁଲି ବର୍ତ୍ତମାନ “ଆଇ.ସି.ଆଇ.ସି.ଆଇ. (ICICI) ଓ୍ବାନ୍ ସୋର୍ସ ଲିଃ. ଏବଂ ଏ.ବି.ପ୍ରା.ଲିଃ.” ର ସଭାପତି ଅଛନ୍ତି, ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡ଼ର ନଭେମ୍ବର ୨୦୦୦ ଠାରୁ ନିର୍ଦ୍ଦେଶକ ଅଛନ୍ତି. ଏହା ସହିତ ତାଙ୍କର ନିଜସ୍ୱ କମ୍ପାନୀ ‘ଟେକ୍ନୋଲୋଜୀ ନେଟଓ୍ବାର୍କ ଇଣ୍ଡିଆ ପ୍ରା. ଲିଃ.’ ର ମୂଖ୍ୟ ଅଟନ୍ତି.


more >>

Professor P. Balaram

Professor P. Balaram (Born: 19th February 1949) is the Professor of Molecular Biophysics and currently the Director of the Indian Institute of Science, Bangalore. Prior to this, he was Lecturer (1973-77), Assistant Professor (1977-82), Associate Professor (1982-85), Chairman, Molecular Biophysics Unit (1995-2000) and Chairman, Division of Biological Sciences (2002-05) at the Institute. His main research interests are in bioorganic chemistry and molecular biophysics. He is the author of over 370 research papers. He received his M.Sc. from IIT Kanpur (1969) and Ph.D. in Chemistry from Carnegie-Mellon, Pittsburgh, USA (1972).


more >>

ଡଃ ଜୟତୀ ଘୋଷ୍

ଡଃ ଜୟତୀ ଘୋଷ୍ ଅର୍ଥଶାସ୍ତ୍ରରେ ପ୍ରାଧ୍ୟାପକ ଏବଂ ବର୍ତ୍ତମାନ ନୂଆଦିଲ୍ଲୀର ଜବାହର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ “ସ୍କୁଲ ଅଫ୍ ସୋସିଆଲ୍ ସାଇନ୍ସ” ର “ସେଣ୍ଟର ଫର୍ ଇକୋନୋମିକ୍ସ ଷ୍ଟଡ଼ିଜ୍ ଏଣ୍ଡ୍ ପ୍ଲାନିଂ” ରେ ଚେୟାରପର୍ସନ୍ ଅଛନ୍ତି. “ଗ୍ଲୋବାଲାଇଜେସନ୍ ଆନ୍ତଃଜାର୍ତିକ ବାଣିଜ୍ୟ ଓ ଆୟ, ବିକାଶଶୀଳ ଦେଶମାନଙ୍କରେ ନିଯୁକ୍ତିର ଢାଞ୍ଚା, ମାକ୍ରୋ ଇକୋନୋମିକ୍ସ ପଲିସି ଏବଂ “ଜେଣ୍ଡର୍ ଏଣ୍ଡ୍ ଡେଭଲପମେଣ୍ଟ୍” ସମ୍ପର୍କୀଯ଼ ଘଟଣା ଗୁଡ଼ିକ ତାଙ୍କ ଗବେଷଣାର ଅନ୍ତର୍ଭୁକ୍ତ ଥିଲା.

more >>

ଡଃ ଦୀପକ୍ ନାୟର୍

ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଡଃ ଦୀପକ୍ ନାୟର୍ ଅର୍ଥଶାସ୍ତ୍ରରେ ପ୍ରାଧ୍ୟାପକ ଅଛନ୍ତି. ଏହା ପୂର୍ବରୁ ସେ “ଅକ୍ସଫୋର୍ଡ ୟୁନିଭରସିଟି ସ୍ୟୁସେକ୍ସ ୟୁନିଭରସିଟି” ଏବଂ କଲିକତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜେମେଣ୍ଟରେ ଅର୍ଥଶାସ୍ତ୍ର ପଢାଉଥିଲେ. ଏ ପର୍ଯ୍ୟନ୍ତ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନସେଲର ଥିଲେ.


more >>

ଶ୍ରୀ ନନ୍ଦନ ନିଲେକାଣୀ

“ଇମଫୋସିସ୍ ଟେକ୍ନୋଲୋଜୀ ଲିମିଟେଡ୍” ର ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ଅନ୍ୟତମ ପୁରୋଧା ଶ୍ରୀ ନନ୍ଦନ ଏମ୍. ନିଲେକଣୀ ଯିଏ ବର୍ତ୍ତମାନ ଏହାର ମୂଖ୍ୟ ଏକ୍ସିକ୍ୟୁଟିଭ୍ ଅଫିସର୍ ଅଛନ୍ତି. ଅତୀତରେ ସେ ମଧ୍ୟ ଏଥିରେ ମ୍ୟାନେଜିଂ ଡାଇରେକ୍ଟର, ପ୍ରେସିଡ଼େଣ୍ଟ୍, ଏବଂ ଚିଫ୍ ଅପରେଟିଂ ଅଫିସର୍ ଥିଲେ. ଶ୍ରୀ. ନିଲେକାଣୀ ଭାରତର “ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟଓ୍ବାର୍ ଏଣ୍ଡ୍ ସର୍ଭିସ୍ କମ୍ପାନୀଜ୍” (NASSCOM) ର ସହ ସଂସ୍ଥାପକ.


more >>

Ms. Sujatha Ramdorai

Sujatha Ramdorai is Associate Professor at the School of Mathematics, Tata Institute of Fundamental Research (TIFR). She graduated from St.Joseph's college in Bangalore and has been with TIFR since 1985. She has held visiting positions in several universities and research institutions around the world.


more >>